ଉଗ୍ର ହେଲା ସୀମା ବିବାଦ । ଅଶାନ୍ତ ହୋଇଛି ଆସାମ-ମିଜୋରାମ ବର୍ଡର । ଦୀର୍ଘ ଦିନ ଧରି ଲାଗି ରହିଥିବା ଦୁଇ ରାଜ୍ୟର ସୀମା ବିବାଦ ଏବେ ଚରମ ସୀମାରେ ପହଁଞ୍ଚିଛି । ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସଂଘର୍ଷ ଲାଗି ରହିଥିବା ବେଳେ ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଆସାମର ୬ ଜଣ ପୋଲିସ ସହିଦ ହୋଇଛନ୍ତି।
#ArgusNews #ArgusUpdate #Assam_Mizoram #BorderControversy