ଲକଡାଉନ୍ ଓ ସଟଡାଉନ ଭିତରେ ରାଜଧାନୀରେ ବଢୁଛି ଲୁଟପାଟ୍ । ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ । ଭୁବନେଶ୍ବରର ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ
#ArgusNews #Odisha #ArgusUpdate #loot