ଏଣ୍ଡେମିକ୍ ଆଡ଼କୁ କରୋନା । WHO ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ପ୍ରତି ମଡେଲ ଉପର ତଳ ହୁଏ, ଏହି କ୍ଷେତ୍ରରେ ବି ହୋଇପାରେ । ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
#ArgusNews #ArgusUpdate #Odisha #WHO #corona