ଏବେଠୁ ଡରାଇଲାଣି କୋରୋନାର ତୃତୀୟ ଲହର । ଅକ୍ଟୋବର ସୁଦ୍ଧା ଦେଶରେ ତୃତୀୟ ଲହର ଆସିଯିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଯେଉଁଥିରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।
#ArgusUpdate #Coronavirus #3rdwave #Fear #PM #Narendramodi #CoronaMeeting #ArgusNews