ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡିରେ ଚାଲିଛି ତଦନ୍ତ । ଆଜି ବନ ବିଭାଗର ଦୁଇ acf ସମେତ 5 ଜଣ ବନ କର୍ମଚାରୀଙ୍କୁ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନ ପରିସରରେ ଜେରା କରୁଛି କ୍ରାଇମବ୍ରାଞ୍ଚ ।
#ArgusNews #Odisha #ArgusUpdate #soumyadeathcase #acfdeathcase #soumyadeathmystry #police #CrimeBranch #investigation