ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି । ଆଜି ଘଟଣା ସହ ସଂପୃକ୍ତି ରହିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା ଓ ଜେରା କରାଯିବା ସମ୍ଭାବନା ରହିଛି । ଏବେ ପୁଣି ଥରେ ପ୍ରଥମରୁ ତଦନ୍ତ କରୁଥିବା ହେତୁ ତଦନ୍ତର ଦିଗ କେଉଁ ଆଡକୁ ଗତି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
#ArgusNews #Odisha #ArgusUpdate #soumyamurdercase #soumyadeathmystery #Investigation #Crimebranch