ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ହତ୍ୟା ମାମଲାର ଭିନ୍ନ ମୋଡ। ଅର୍ଗସ ହାତରେ ଲାଗିଲା ଦସ୍ତାବିଜ। ଗୁରୁତର ସୋମ୍ୟଙ୍କୁ ଚିକିତ୍ସା ପାଇଂ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ ଡାକ୍ତର।ଚିକିତ୍ସା କରିଥିଲେ ଜଣେ ଡାକ୍ତର ।ଆଉ ରେଫର କରାଇଲେ ଆଉଜଣେ ଡାକ୍ତର । ଏପରି ଘଟଣା ପଦାକୁ ଆସିବା ପରେ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା ନୂଆ ମୋଡ ନେଇଛି।
#ArgsuNews #ArgusNewsTV #Odisha #ACFO_Deathcase