ଓଡ଼ିଶାରେ କେଉଁଠାରେ ଲୁଚିଛନ୍ତି ଆତଙ୍କବାଦୀ କଣ ସେମାନଙ୍କ ଗତିବିଧୀ। ଓଡ଼ିଶାକୁ ଜମାତ ଉଲ୍ ମୁଜାହିଦ୍ଦିନ ବାଂଲାଦେଶର ଆତଙ୍କବାଦୀ ଆସିଥିବା ନେଇ କୋଲକତା ଏସଟିଏଫ୍ ଆଲର୍ଟ କରିବା ପରେ ତାକୁ ନେଇ ବଢିଛି ଚିନ୍ତା। ପୂର୍ବରୁ ଏନଆଇଏ ମଧ୍ୟ ଓଡ଼ିଶାକୁ ଆଲର୍ଟ କରିଥିଲା।
#ArgusNews #ArgusNewsTV #ArgusUpdate #Odisha #Terrorist