ଓବିସିଙ୍କୁ ନେଇ ବଡ଼ କାର୍ଡ ଖେଳିଲା ବିଜୁ ଜନତା ଦଳ, ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ, ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁଙ୍କ ସୂଚନା, ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା କହିଲେ ଉଭୟ ମନ୍ତ୍ରୀ ।
#ArgusNews #ArgusUpdate #Odisha #BJD_pressmeet #OBC