ଅନୁଗୁଳ ଜିଲ୍ଲା ତାଳଚେର ରୋଡ୍ ପାଖରେ ଓଲଟିଲା ମାଲବାହୀ ଟ୍ରେନ୍ । ଗହମ ବୋଝେଇ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି । ଭୋଗବେରଣୀ ନିକଟରେ ଥିବା ପୋଲ ଧସିଥିବାରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଯୋଗୁଁ ୧୨ଟି ଟ୍ରେନ ବାତିଲ ହୋଇଛି ।
#Angul #Talcher #BridgeCollapsed #TrainAccident #Odisha #ArgusNews