ପଛୁଆବର୍ଗଙ୍କ ଅବହେଳା ନେଇ ସରକାରଙ୍କ ଉପରେ ବର୍ଷିଲେ ଜାତୀୟ ପଛୁଆବର୍ଗ କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂ ପଟେଲ । ଓଡ଼ିଶାରେ ପଛୁଆବର୍ଗଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର। ଆର୍ଥିକ ରୋଜଗାର ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଥିଲେ ବି ଦେଉନାହାନ୍ତି ।
#ArgusNews #ArgusUpdate #Odisha #OBC #Negligence