କଟକଣା ଭାଙ୍ଗି ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ପ୍ରବେଶ କଲେ ପର୍ଯ୍ୟଟକ । ଗତକାଲି କିଛି ପର୍ଯ୍ୟଟକ ମନ୍ଦିର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ପୁରୁଷ ଓ ଜଣେ ମହିଳା । ସେମାନଙ୍କୁ ଧରି ଜଣେ ପୋଲିସ କର୍ମଚାରୀ ଅଲାରନାଥ ମନ୍ଦିର ଭିତରେ ବୁଲାଉଥିବା ଭିଜୁଆଲ କ୍ୟାମେରାରେ କଏଦ ହୋଇଛି ।
#ArgusNews #ArgusUpdate #Odisha #Puri #AlarnathTemple