କୋରୋନା କଟକଣା ମଧ୍ୟରେ ଧିରେ ଧିରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି କୋରାପୁଟର ଶାବର ଶ୍ରୀକ୍ଷେତ୍ର ଓ ଯାଜପୁରର ଅଧୀଷ୍ଟାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ଖୋଲିବ ।
#ArgusNews #Odisha #ArgusUpdate #Jajpur #BirajaTempleOpen