କଟକରୁ ନକଲି ଔଷଧ ଜବତ ଘଟଣା । ରଦ୍ଦ ହେଲା ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଲାଇସେନ୍ସ। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଏହାକୁ ରଦ୍ଦ କରାଯାଇଛି। ପୂର୍ବରୁ କ୍ରାଇମବ୍ରାଞ୍ଚ STF ମାଲିକ ଶିବ ପ୍ରସନ୍ନ ଜେନା, ପତ୍ନୀ ଶୁଭଲକ୍ଷ୍ମୀ ଜେନା ଓ 2 ଜଣ କର୍ମଚାରୀଙ୍କୁ ଗିରଫ କରିଛି।
#ArgusNews #ArgusNewsTV #Odisha #Cuttack #FakeMedicine