କଟକରୁ ନକଲି ଜର୍ଦ୍ଦା ଠାବ । ମାଲଗୋଦାମ ଅଞ୍ଚଳରେ ନକଲି ଜର୍ଦା ଗୋଦାମ ଉପରେ ରେଡ୍ ହୋଇଛି । ମାଲଗୋଦାମ ଥାନା ପୋଲିସ ଏହି ରେଡ୍ କରିଛି । ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ ।
#ArgusNews #ArgusUpdate #Odisha #Cuttack #Tobaccoseized
Be the first to know any news. You will get latest stories and video updates through the day. You can turn them off anytime.