କଟନି ଛଟନିକୁ ବିରୋଧ କରି ଚାଷୀଙ୍କ ରାସ୍ତା ରୋକ । ଉତ୍ତରା - ବନମାଳିପୁର ରାସ୍ତା ବାଲିପାଟଣା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଗାଡି ମଟର ଅଟକି ରହିଛି ।
#Farmers #roadblock #protest #Balipatna #Odisha #ArgusNews