କରୋନା ଭାଇରସ୍ କୌଣସି ପ୍ରାକୃତିକ ବିପଦ ନୁହଁ । ଏହା ଚୀନର ଉହାନ ଲ୍ୟାବରେ ବୈଜ୍ଞାନିକଙ୍କ ଦ୍ବାରା ସୃଷ୍ଟି ହୋଇଛି । ସେହିଠାରେ ହିଁ ବିକଶିତ ହୋଇ ସାରା ବିଶ୍ବରେ ଆତଙ୍କ ଚଳାଇଛି ବୋଲି ନୂଆ ଗବେଷଣା ରିପୋର୍ଟରେ ଦାବି କରାଯାଇଛି ।
#ArgusNews #Odisha #ArguSupdate #coronavirus