କରୋନା ମହାମାରୀରେ ଅସ୍ତବ୍ୟସ୍ତ ସାରା ବିଶ୍ଵ । ମହାମାରୀରେ ଛନ୍ଦି ହୋଇଯାଇଛନ୍ତି ଗରିବ, ଦିନ ମଜୁରିଆ,ଭିନ୍ନକ୍ଷମ ଓ ଭିକ୍ଷୁକ ମାନେ । ଏହି ମହାବିପଦରେ ଦେବଦୁତ୍ତ ସାଜିଛନ୍ତି ସମାଜସେବୀ ଚିନ୍ମୟ ପାତ୍ର ।ଟ୍ଵିନ ସିଟିରେ ଅସହାୟଙ୍କୁ ଯୋଗାଉଛନ୍ତି ରନ୍ଧା ଖାଦ୍ୟ ।
#ArgusNews #Odisha #TwinCity #socialworker #chinmaypatra #fooddistribution