କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳରେ ଆଜି ପାଳନ ହେଉଛି ଗଣପର୍ବ ନୂଆଁଖାଇ। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ନିକଟରେ ଲାଗିହେଲା ନବାନ୍ନ।
#Kalahandi #Nuakhai #festival #celebration #ArgusNews #Odisha