କାବୁଲରୁ ଭାରତୀୟଙ୍କୁ ନେଇ ଆସୁଛି ବିମାନ । ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟଙ୍କୁ ଅଣାଯାଉଛି । କାବୁଲ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଉଛି ।
#ArgusNews #ArgusUpdate #Indians #Kabul #Taliban