ଯାଜପୁର ପାଣିକୋଇଲି NH-୧୬ରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟାରେ ସଂପୃକ୍ତ ୨ ଜଣ କିନ୍ନର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। କିନ୍ନରଙ୍କୁ ଅସଦାଚରଣ ଯୋଗୁ ସଂଘବଦ୍ଧ ହତ୍ୟା ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
#Jajpur #Korei #MurderCase #PoliceArrest #Kinner #Criminal #courtchallan #Odisha #ArgusNews