କୂଅରେ ବୁଡ଼ି ଦୁଇ ଶିଶୁ ମୃତ । ଫାର୍ମ ହାଉସରେ ଖେଳୁ ଖେଳୁ ଦୁଇ ଜଣ କୂଅରେ ପଡ଼ିଯାଇଥିଲା । ସମ୍ବଲପୁର ନୂଆବାରଙ୍ଗମାଲ ପଞ୍ଚାୟତ ନୂଆରପଡ଼ାରେ ଅଘଟଣ ।
#ArgusNews #Odisha #ArgusUpdateNews #Sambalpuer #ChildDeath