କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ପାହ୍ୟା ସହ ମନ୍ତ୍ରୀପଦ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଓ ଦକ୍ଷତା ବିକାଶ ବିଭାଗର ଗୁରୁଦାୟିତ୍ଵ ଦିଆଯାଇଛି । ଦାୟିତ୍ବ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ନେତୃତ୍ବକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
#ArgusNews #ArgusUpdate #National #CabinetMinisters Dharmendra Pradhan Narendra Modi