କେନ୍ଦ୍ରାପଡ଼ା ରାଜକନିକାରେ ପୋଲିସ ଜନତା ଖଣ୍ଡଯୁଦ୍ଧ। ଭାରିଗଦାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଜନତା-ପୋଲିସ ମୁହାଁମୁହିଁ । ୧୪୪ ଧାରା ଭାଙ୍ଗି ପ୍ରକଳ୍ପ ସ୍ଥଳକୁ ପ୍ରବେଶ ବେଳେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ। ଫଳରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ହୋଇଥିଲା ।
#ArgusNews #ArgusUpdate #Odisha #Kendrapada #KharasrotaRiver #Protest #Waterproblem