କେନ୍ଦ୍ରୀୟ ଟିମର ସରଜମିନ ତଦନ୍ତ । କେତେ କ୍ଷୟକ୍ଷତି ହୋଇଛି ୟଶ ପ୍ରଭାବରେ ଟିକିନିଖି ଯାଂଚ କରୁଛନ୍ତି ସେଂଟ୍ରାଲ ଟିମ । ସୋମବାର ବାଲେଶ୍ବର, ଭଦ୍ରକ ପରିଦର୍ଶନ ପରେ ଆଜି କେନ୍ଦ୍ରାପଡା ମୟୂରଭଞ୍ଜ ଯାଇ ବାତ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ।
#ArgusNews #Odisha #ArgusUpdate #centralteamvisit