ବାତ୍ୟା କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ। ବାତ୍ୟା ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରି ସରକାରଙ୍କୁ ପ୍ରଦାନ କରିବେ । ସେହିପରି ଆଜିବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିସାରି ଅପରାହ୍ନରେ ଏହି ଟିମ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା।
#ArgusNews #Odisha #ArgusTv #centralteamvisit