କୋଭିଡ଼ କଟକଣା ପାଇଁ ଚଳିତବର୍ଷ ବି ନୀଳଗିରିରେ ରଥଯାତ୍ରା ବନ୍ଦ ରହିଛି। କଟକଣାରେ ଭିତରେ କେବଳ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି କରାଯାଉଛି। ରଥ ନିର୍ମାଣ ଅଧାରେ ରହିଥିଲା । ସେହିପରି ଅଣସର ଘରେ ନବଯୌବନ ଦର୍ଶନ ପରେ ବିନା ଭକ୍ତରେ ନୀତିକାନ୍ତି କରାଯାଉଛି।
#ArgusNews #ArgusUpdate #Odisha #Balasore #Nilagiri #RathYatra2021