କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ନିକଟରୁ ମୋବାଇଲ ଓ ଟଙ୍କା ଚୋରି ଘଟଣାରେ 3 ଜଣ ଗିରଫ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ପର୍ଜନପୁର ପଞ୍ଚାୟତର ସରପଞ୍ଚ ପଦ୍ମାବତୀ ମାଝୀଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ମାଝୀଙ୍କର ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା ।
#ArgusNews #ODisha #ArgusUpdate