କୋଭିଡ କଟକଣା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । ଆଜି ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନର ଦ୍ବିତୀୟ ଦିନ । ହେଲଥ୍ ଇନସ୍ୟୁରାନ୍ସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ସେବାୟତଙ୍କ ପରିବାର ।
#ArgusNews #ArgusUpdate #Odisha #Puri #Shreemandir #JaganathDarshan #Sebayat