କୋରାପୁଟରେ ଜମି ବିବାଦକୁ ନେଇ ଗୋଷ୍ଠୀସଂଘର୍ଷ । ଏଥିରେ 2 ଜଣଙ୍କ ମୃତ୍ୟୁ ଓ 4 ଜଣ ଆହାତ ହୋଇଛନ୍ତି। ଦଶମନ୍ତପୁର ବ୍ଲକ ହାତିମୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା । ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ହଣାକଟା ।
#ArgusNews #ArgusUpdate #Odisha #Koraput