ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗ । କୋଲକାତା ହାଇକୋର୍ଟଙ୍କ ବଡ଼ ନିର୍ଦେଶ । ଘଟଣାର ସିବିଆଇ ତଦନ୍ତ କରିବାକୁ କହିଲେ ହାଇକୋର୍ଟ। କୋର୍ଟ ତଦାରଖରେ ସିବିଆଇ ଯାଞ୍ଚ ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
#ArgusUpdate #National #postelection #HighCourt #CBI #investigation #WestBengal #violence #ArgusNews