ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରୁ ୩୯ କୁଇଣ୍ଟାଲ ପିଡିଏସ୍ ଚାଉଳ ଜବତ କରିଛି ଯୋଗାଣ ବିଭାଗ । ବଲାଙ୍ଗିର ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ ଗାଁର ସୁଶୀଲ ସିଂଘଲଙ୍କ ଘର ପଛପଟେ ଗଛିତ ପିଡିଏସ୍ ଚାଉଳ ଜବତ କରିଛନ୍ତି ।
#ArgusNews #ArgusUpdate #Odisha #Balangir #PDS_Rice