ଯାଜପୁରରେ ଅଭାବନୀୟ ଘଟଣା । ଖୁଣ୍ଟରେ ବାନ୍ଧି ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଭାଙ୍ଗିଦେଲେ ଘର । ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଟଙ୍କା ଓ ସୁନା ବି ନେଇଗଲେ । ଶିଶୁଆ ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।
#ArgusNews #Odisha #ArgusUpdateNews #Jajpur