ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଞ୍ଜରେ ଅଘଟଣ । ହାତୀ ସୁରକ୍ଷା ଓ ହାତୀ ଗତିବିଧୀ ଉପରେ ନଜର ରଖିବା ପାଈଁ ରେଡିଓ କୁଲାର ଲଗାଇବା ବେଳେ ଅଘଟଣ। ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ୩ ଜଣ ଆହତ ହୋଇଛନ୍ତି।
#Khordha #Tangi #forestrange #radiocollar #elephantmovements #peopleinjured #Odisha #ArgusNews