ଖୋର୍ଦ୍ଧା ବେଗୁନିଆରେ ତାଲିବାନୀ ଶାସନ । ମାନବବାଦ ସଂଗଠନର ବର୍ବରତାର ଭିଡ଼ିଓ ହେଲା ଭାଇରଲ । ସଙ୍ଗଠନରେ ସାମିଲ ନ ହେବାରୁ ମାନବିକତାର ସବୁସୀମା ଟପିଗଲେ ମାନବବାଦ ସଂଗଠନର କର୍ମକର୍ତ୍ତା । ବାପ ପୁଅଙ୍କୁ ଗୋରୁଗାଈଙ୍କ ଭଳି ପିଟିଲେ ।
#ArgusUpdate #Khordha #Begunia #Viralvideo #Attack #Odisha #ArgusNews