ଖୋର୍ଦ୍ଧା ବେଗୁନିଆରେ ମାତିଲେ ଲୁଟେରା । ବାଘମାରୀ ଥାନା ଅନ୍ତର୍ଗତ ଦିନିଆରୀ ଟାଂଗୀ ସାହିର ଫକୀର ରାଉତରାୟଙ୍କ ଲୁଗା ଓ ଟେସନାରୀ ଦୋକାନରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି।
#ArgusNews #Odisha #ArgusNewsTv #Khurda #loot