ଗଛରେ ପିଟିହେଲା ଭ୍ୟାନ। ୩ଜଣଙ୍କର ମୃତ୍ୟୁ। କନ୍ଧମାଳ କୋଟଗଡ ଥାନା ଅନ୍ତର୍ଗତ କୁଟି ବାଲି ଗ୍ରାମ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
#accident #Kandhamal #injured #deceased #Odisha #ArgusNews