ଗାଁକୁ ଛୁଇଁନି କରୋନା। ଗାଁ ସହର କରୋନା ବୁଝିନଥିବା ବେଳେ ଲୋକଙ୍କ ସଚେତନତା ଯୋଗୁ ଉପାନ୍ତ ଅଞ୍ଚଳରେ ଥିବା ଏକ ଗାଁରେ ପହଞ୍ଚିପାରିନି କରୋନା। ଗାଁ ଲୋକେ ଅପାଠୁଆ ମାତ୍ର ବେଶ ସଚେତନ। କରୋନା ନିୟମକୁ ମାନି ଚଳୁଥିବାରୁ ଏଯାଏ ଗାଁରେ ପଶିନି କରୋନା।
#ArgusNews #ArgusTv #Odisha #Keonjhar #Corona #Corona_Awareness #village