କଟକ ଆଠଗଡ଼ରେ ହାତୀ ଆତଙ୍କ । ଜାତୀୟ ରାଜପଥ, ଗାଁ ଓ ରାସ୍ତାରେ ବୁଲୁଛନ୍ତି ଗଜରାଜ । ଚନ୍ଦକାରୁ ପ୍ରାୟ ୧୬ ରୁ ଅଧିକ ହାତୀ ପଶିଆସିଛନ୍ତି । ଖୁଣ୍ଟୁଣୀ ରେଞ୍ଜର ବିଭିନ୍ନ ଗାଁରେ ହାତୀପଲ ପଶିବା ସହ ଫସଲ ନଷ୍ଟ କରୁଛନ୍ତି ।
#Cuttack #Athagarh #elephant #Odisha #ArgusNews