ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଅନେକ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ସହ ଗୁଜୁରାଟ ସାଇନ୍ସ ସିଟିର ଆକ୍ବାଟିକ୍ସ ଏବଂ ରୋବୋଟିକ୍ସ ଗ୍ୟାଲେରୀ ଏବଂ ପ୍ରକୃତି ପାର୍କକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
#ArgusNews #ArgusUpdate #GujaratRailway Narendra Modi