ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳି ପାରୁନି ମଣିଷ। ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ। ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା କାଳିଆମ୍ବ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
#ArgusNews #Odisha #ArgusUpdateNews #Keonjhar #Anandpur #superstition