ମହାମାରୀ କରୋନା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ହୋଇଛି ବୋଲବମ ଯାତ୍ରା । ଶ୍ରାବଣ ମାସରେ ଅନେକ ମାନସିକ ଧାରୀ ପାଣି ଧରି ବିଭିନ୍ନ ଶୈବ ପୀଠକୁ ଚାଲିଚାଲି ଯାତ୍ରା କରିଥାନ୍ତି।
#ArgusNews #Odisha #ArgusUpdate #Bolbom