#ଫୁଲୁଛି_ବୈତରଣୀର_ଜଳସ୍ତର
ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ୧୭.୯୩ ମିଟରରେ ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଲୋକଙ୍କ ଘରେ ପାଣି ପଶିଛି ।
#Bhadrak #baitaraniriver #flood #heavyrain #rainwater #Odisha #ArgusNews