ଜନ୍ମ ଭୂମି ରାଇରଙ୍ଗପୁରକୁ ଫେରିଲେ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ l ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସୋମବାର ନିଜର କାର୍ଯ୍ୟକାଳ ସାରି ଝାରଖଣ୍ଡରୁ ନିଜର ଜନ୍ମ ଭୂମିକୁ ଫେରିଛନ୍ତି l
#ArgusNews #ArgusUpdate #Odisha #Rairangpur #DraupadiMurmu