ଜମ୍ମୁ-କଶ୍ମୀରର ପୁଲୱାମାରେ ସେନା-ଆତଙ୍କୀ ଗୁଳିବିନିମୟ । ଏଥିରେ ଜଣ ଯବାନ ସହିଦ ହୋଇଥିବା ବେଳେ ଜାରି ରହିଛି ଅପରେସନ । ସୂଚନା ଅନୁସାରେ 3ରୁ 4 ଆତଙ୍କବାଦୀ ଏବେ ବି ସେଠାରେ ଫଶିରହିଛନ୍ତି । ସେଥିପାଇଁ ସେ ଅଞ୍ଚଳର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଦିଆଯାଇଛି ।
#ArgusNews #ArgusNewsTV #National #JamuKashmir #PulwamaAttack #Terrorist