ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ବିନ୍ଦୁସାଗରରେ ଜଳ ଯୋଗ କରୁଛନ୍ତି 2 ଜଣ ବ୍ୟକ୍ତି। ସୁଧୀର କୁମାର ପଣ୍ଡା ଏବ ଅଶୋକ ବରାଳ ଜଳ ଯୋଗ କରି ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଯୋଗ ଦିବସ ।
#ArgusNews #Odisha #ArgusUpdateNews #yogaday