ପ୍ରଦୂଷଣକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଅନେକ ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ନିବେଶକ ସମ୍ମିଳନୀରେ ଭିସି ଜରିଆରେ ଜାତୀୟ ଅଟୋ ମୋବାଇଲ ସ୍କ୍ରାପେଜ ନୀତି ଶୁଭାରମ୍ଭ କରିଛନ୍ତି ।
#ArgusNews #National #Airpollution #Vehicle #NationalAutomobileScrappagePolicy Narendra Modi