ଜାତୀୟ ପତାକାକୁ ଅସମ୍ମାନ କଲେ ବରଗଡ଼ ଜିଲ୍ଲାପାଳ। ବରଗଡ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ନିମନ୍ତ୍ରଣ ପତ୍ରରେ ତ୍ରୁଟିପୂର୍ଣ୍ଣ ଚିତ୍ର । ଯେଉଁଥିରେ ଜାତୀୟ ପତାକାକୁ ଭୁଲ ଭାବରେ ଛପାଯାଇଛି।
#ArgusNews #ArgusUpdate #Odisha #Bargarh #IndianFlag #Disrespect