ଜୁନ ଶେଷ ସୁଦ୍ଧା ବାହାରିପାରେ ମାଟ୍ରିକ ଫଳ । ମାଟ୍ରିକ ମୂଲ୍ୟାୟନ ଜୋରଦାର ଚାଲିଛି। ଏହା ସହ ଆସନ୍ତା ୧୭ ରୁ ଆରମ୍ଭ ହେବ ନବନ ଓ ଦଶମ ଶ୍ରେଣୀ ପାଠପଢା। ୟୁ ଟ୍ୟୁବ ମାଧ୍ୟମରେ ୧୦.୪୫ ରୁ ୧ ଟା ପର୍ଯ୍ୟନ୍ତ ଚାଲିବ କ୍ଳାସ। ୪ ଟି ପିରିୟଡ଼ ପ୍ରତିଦିନ କରାଯିବ।
#ArgusNews #Odisha #ArgusNewsTv #Education #MatricResult