ଜେଲରେ କଏଦୀଙ୍କୁ ମାଡ଼...
ବାଲେଶ୍ବର ସୋର ଜେଲରୁ ଭିଡିଓ ଭାଇରାଲ। ପୂର୍ବରୁ ଜେଲ ଭିତରେ ଜଣେ କଏଦୀ ମାଡ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସେହି ଘଟଣାରେ ସାକ୍ଷୀ ଦେଇଥିବା ବ୍ୟକ୍ତିଙ୍କୁ ମାଡ ମରାଯାଉଛି।
#ArgusNews #ArgusUpdate #Odisha #Balasore #jail #prisoners #attack